ରାଜ୍ୟ

ମହିଳାଙ୍କୁ ଦଳିଦେଲା ହାତୀ

Published

on

ଝାରସୁଗୁଡ଼ା ୨୪/୧୨ : ରାଜ୍ୟରେ ହାତୀ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ବ୍ରଜରାଜ ଅଂଚଳର ଜଣେ ମହିଳା ପ୍ରାଣ ହରାଇଛନ୍ତି । ଭୋଇ ମୁଣ୍ଡା ଗ୍ରାମର ଏହି ମହିଳାଜଣକ ଘରୁ ପଦାକୁ ବାହାରିବାବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ପାଦରେ ଦଳି ତାଙ୍କୁ ମାରି ଦେଇଥିଲା । ଏହି ମହିଳାଙ୍କ ନାମ ଭାରତୀ ଖଡ଼ିଆ ।

Leave a Reply

Your email address will not be published. Required fields are marked *

Trending

Exit mobile version