ଅପରାଧ

ମହିଳାଙ୍କୁ ପିଟି ପିଟି ହତ୍ୟା

Published

on

ବୋଲଗଡ଼ ୧୫/୧ : ମାଣିବନ୍ଧ ପଂଚାୟତରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବଡ଼ନୟାପଲ୍ଲୀ ଗ୍ରାମରେ କେତେକ ବ୍ୟକ୍ତି ଏକତ୍ର ପାର୍ବତୀ ପରିମାଣିକ ନାମ୍ନୀ ଜଣେ ମହିଳାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version