ଅପରାଧ

ମହିଳା ଜୀବନ୍ତଦଗ୍ଧ

Published

on

କେନ୍ଦୁଝର ୨୭/୧୨ : କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗ୍ରାମରେ ଜଣେ ଯୁବତୀ ଜୀବନ୍ତଦଗ୍ଧ ହୋଇଛନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ଏହି ମହିଳାଙ୍କ ନାମ ସବିତା ମହାନ୍ତ । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version