ଅପରାଧ

ମହେଶ୍ୱର ସାସମଲ ହତ୍ୟା ମାମଲାରେ ୧୯ ଅଭିଯୁକ୍ତଙ୍କୁ ଆଜୀବନ

Published

on

ଗଞ୍ଜାମ ୧୯/୬ : ୨୦୦୭ କୁଲଟା ଗାଁ ମହେଶ୍ୱର ସାସମଲ ହତ୍ୟା ମାମଲାରେ ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହି ହତ୍ୟା ମାମଲାର ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା କୁଲଟା ଗାଁରେ ୨୦୦୭ରେ ହୋଇଥିବା ମହେଶ୍ୱର ସାସମଲ ହତ୍ୟା ମାମଲାରେ ଆଜି ୧୯ଜଣ ଅଭିଯୁକ୍ତଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ଏହି ରାୟ ଶୁଶାଇଛନ୍ତି ବ୍ରହ୍ମପୁର ଏଡିଜେ -୧ କୋର୍ଟ । ୨୦୦୭ କୁଲଟା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ସେଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମାରପିଟ ହୋଇ ମହେଶ୍ୱର ସାସମଲ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version