ଅପରାଧ

ମାଓବାଦୀଙ୍କ ବର୍ବର କାଣ୍ଡ : ଇନଫର୍ମର ସନ୍ଦେହରେ ହତ୍ୟା

Published

on

ମାଲକାନଗିରି ୩୧/୧୨ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତୋଡ଼କି ଗ୍ରାମରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି । ସେମାନେ ମାଲମେଟା ସ୍କୁଲରେ ଚପରାଶି ଥିବା ରାମଧର ସୋରିଙ୍କୁ ରବିବାର ରାତିରେ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version