ରାଜ୍ୟ

ମାର୍ଚ୍ଚ ୩୧ରୁ ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଛଅଟି ସ୍ଥାନକୁ ସ୍ପାଇସ ଜେଟର ଉଡ଼ାଣ ଆରମ୍ଭ : ଟିକେଟ ବୁକିଂ ଆରମ୍ଭ

Published

on

ଝାରସୁଗୁଡ଼ା ୨୭/୨ : ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଛଅଟି ସ୍ଥାନକୁ ସ୍ପାଇସ ଜେଟର ଉଡ଼ାଣ ଆରମ୍ଭ ହେବ । ଆଜି ଠାରୁ ସ୍ପାଇସ ଜେଟ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏନେଇ ସ୍ପାଇସ ଜେଟର ଚେୟାରମ୍ୟାନ ଅଜୟ ସିଂ ସୂଚନା ଦେଇଛନ୍ତି । ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଛଅଟି ସ୍ଥାନକୁ ସ୍ପାଇସ ଜେଟର ଉଡ଼ାଣ ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହେବ । ଝାରସୁଗୁଡାରୁ ଦିଲ୍ଲୀ ,ହାଇଦ୍ରାବାଦ ,କୋଲକାତା ,ମୁମ୍ବାଇ ,ରାୟପୁର ଓ ଭୁବନେଶ୍ୱରକୁ ସ୍ପାଇସ ଜେଟର ଉଡ଼ାଣ ହେବ । ଆଜି ଠାରୁ ସ୍ପାଇସ ଜେଟ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଛି । ନିଷ୍ପତି ପରେ ସ୍ପାଇସ ଜେଟର ଚେୟାରମ୍ୟାନ ଅଜୟ ସିଂ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version