National

ମୋଦିଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ଦୂତିଚାନ୍ଦ

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ଦୌଡରଣୀ ଦୂତିଚାନ୍ଦ ନାଁ ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ ଆନ୍ଦୋଳନକୁ ପ୍ରଚାର ପ୍ରସାର କରିବାକୁ ସରକାର ଦେଶର ୫୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଦୂତିଚାନ୍ଦଙ୍କ ସମେତ ଅମିତଭ ବଚ୍ଚନ, ରାଜକୁମାର ରାଓ, ସାନିଆ ମିର୍ଜା, ସାନିଆ ନେହୱାଲ ଓ କାର୍ତିକ ଆର୍ଯ୍ୟନ ପ୍ରମୁଖ ସାମିଲ ଅଛନ୍ତି। ତାଲିକାରେ ବିଶିଷ୍ଟ ଶିଳ୍ପପତି ଉଦୟ କୋଟକ ଓ ଟି ଭି ନରେନ୍ଦ୍ରନ ନାମ ମଧ୍ୟ ଅଛି।

ପୂଜା ସମୟରେ କୋଭିଡ଼ ମହାମାରୀର ସଂଯମତା କିଭଳି ପାଳନ ହେବ ସେ ସମ୍ପର୍କରେ ଏହି ବିଶିଷ୍ଟ ଵ୍ୟକ୍ତିମାନେ ଜନ ସଚେତନତା ସୃଷ୍ଟି କରିବେ।

Leave a Reply

Your email address will not be published. Required fields are marked *

Trending

Exit mobile version