ଅପରାଧ

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

Published

on

କେନ୍ଦୁଝର ୧୯/୧୨ : କେନ୍ଦୁଝର ଅଂଚଳର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଏହି ଅଧିକାରୀ ଜଣକ ହେଲେ, କେନ୍ଦୁଝର ବୈତରଣୀ ଜଳସେଚନ ବେସିନ୍ ଶାଳପଡ଼ା ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଶାଳପଡ଼ାସ୍ଥିତ ସରକାରୀ କ୍ୱାର୍ଟର୍ସ, ଅଫିସ ଓ ପୈତୃକ ଘରେ ଚଢ଼ାଉ କରି ସମ୍ପତ୍ତି ଆକଳନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version