ଅପରାଧ

ଯୁବକଙ୍କୁ ପଥରରେ ଛେଚି ହତ୍ୟା

Published

on

ରାଉରକେଲା ୨୧/୫ : ବୀରମିତ୍ରପୁରରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ରାଉରକେଲା ବୀରମିତ୍ରପୁରରେ ଡେଲି ମାର୍କେଟ୍‌ରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ କବିବର ଜୟପୁରିଆ । ସେ ବିଭିନ୍ନ ହୋଟେଲ୍‌ରେ ପାଣି ଯୋଗାଉଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି । ଆଜି ରାସ୍ତା କଡ଼ରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ବୀରମିତ୍ରପୁର ଥାନା ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version