ଅପରାଧ

ଯୁବକଙ୍କୁ ପଥରରେ ଛେଚି ହତ୍ୟା

Published

on

ମାଲକାନଗିିରି ୧୬/୧ : ମାଲକାନଗିରି ଜିଲ୍ଲା ଖଇରପୁଟ ଅଂଚଳର ମଣିପୁରିଆଗୁଡ଼ାରୁ ଆଜି ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ପବିତ୍ର ଖିଲ ନାମକ ଏହି ଯୁବକଙ୍କ ଘର ସ୍ଥାନୀୟ କଦମଗୁଡ଼ାରେ । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପ୍ରେମ ସମ୍ପର୍କକୁ ନେଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version