ଅପରାଧ

ଯୁବକଙ୍କୁ ହତ୍ୟା କରି ଜାଳିଦେଲେ

Published

on

ରାଇରଙ୍ଗପୁର ୧୦/୧୨ : ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରାଯାଇଛି । ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ନିକଟବର୍ତ୍ତୀ ସ୍ଥାନରେ ରକ୍ତଛିଟା ପଡିଛି । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version