ରାଜ୍ୟ

ରବିନ୍ଦ୍ର ଜେନାଙ୍କ ଜାମିନ ଶୁଣାଣି ଘୁଂଚିଲା

Published

on

କଟକ ୧୪/୧୨ : ସାଂସଦ ରବୀନ୍ଦ୍ର ଜେନାଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣିକୁ ଘୁଂଚାଇ ଦିଆଯାଇଛି । ଶୀତକାଳୀନ ଅବକାଶ ପରେ ହାଇକୋର୍ଟରେ ଏହି ଶୁଣାଣି ହେବ । ସିସୋର ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଶ୍ରୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ତେବେ ଆଜି ଏହାର ଶୁଣାଣି ନ କରି ହାଇକୋର୍ଟ ଶୀତକାଳୀନ ଅବକାଶ ପରେ ଶୁଣାଣି କରିବାକୁ ସ୍ଥିର କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version