ରାଜ୍ୟ

ରବୀନ୍ଦ୍ର ଦାସ ମହାପାତ୍ର ଦଇତାପତି ନିଯୋଗର ନୂଆ ସଭାପତି

Published

on

ପୁରୀ ୩୧/୧ : ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ସଭାପତି ନିର୍ବାଚିତ ହୋଇଥିବାବେଳେ ସୂର୍ଯ୍ୟନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଦୁର୍ଗାପ୍ରସାଦ ମହାପାତ୍ର ସମ୍ପାଦକ, ଅମିତ ଦାସ ମହାପାତ୍ର ସହ-ସମ୍ପାଦକ ଓ ଚନ୍ଦ୍ରଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି ବୋଲି ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତି ମହାପାତ୍ର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version