ରାଜ୍ୟ

ରାଉରକେଲାରେ ହେବ ରାଜ୍ୟର ତୃତୀୟ ବିମାନବନ୍ଦର

Published

on

ଭୁବନେଶ୍ୱର ୮/୧ : ରାଉରକେଲାରେ ବିମାନବନ୍ଦର ନିର୍ମାଣ ହେବ । ଏହା ହେବ ରାଜ୍ୟର ତୃତୀୟ ବିମାନବନ୍ଦର । ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି । ତେବେ ବିମାନବ୍ଦର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ସେ ସମ୍ପର୍କରେ ହଠାତ୍ କୋ÷ଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version