ରାଜ୍ୟ

ରାଉରକେଲା ଏନ୍ଆଇଟିରେ ଅଗ୍ନିକାଣ୍ଡ

Published

on

ରାଉରକେଲା ୫/୧୨ : ରାଉରକେଲା ଏନ୍ଆଇଟିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ସାମଗ୍ରୀ ଜଳିଯାଇଛି । ଏନ୍ଆଇଟିର ୱାର୍କ୍ସ ଆଣ୍ଡ ପର୍ଚେଜ୍ ଡିପାର୍ଟମେଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ବହୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଭସ୍ମୀଭୂତ ହୋଇଛି । ଅଗ୍ନିକାଣ୍ଡର କାରଣ ହଠାତ୍ ଜଣାପଡିନାହିଁ । ଏହା ଏକ ଅନ୍ତର୍ଘାତୀ କାର୍ଯ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନ୍ଆଇଟି ନିର୍ଦ୍ଦେଶକ ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version