ରାଜନୀତି

ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ବିଦା

Published

on

ଭୁବନେଶ୍ୱର ୬/୧୨ : ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ଏଆଇସିସିର ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । କମିଟିର ଅନ୍ୟ ସଦସ୍ୟମାନେ ହେଲେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଲିଆକତ୍ ଅଲ୍ଲୀ, ସୁଦର୍ଶନ ଦାସ, ସତ୍ୟପ୍ରକାଶ ନାୟକ, ସ୍ୟାମସୁନ୍ଦର ହାଂସଦା, ମେରୀ ସୁରିନ୍ ଓ ନଟବର ଖୁଣ୍ଟିଆ ।

Leave a Reply

Your email address will not be published. Required fields are marked *

Trending

Exit mobile version