ରାଜ୍ୟ

ରାସ୍ତାକୁ ଓହ୍ଲାଇଲେ ଚାଷୀ, ଗାଡ଼ି ଚଳାଚଳ ବନ୍ଦ

Published

on

ନୂଆପଡ଼ା ୫/୧୨ : ନୂଆପଡ଼ା ଜିଲ୍ଲାରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ବୁଧବାର ବହେଲପଡ଼ା ଅଞ୍ଚଳର ଚାଷୀମାନେ ବିଭିନ୍ନ ଦାବି ନେଇ ଖଡିଆଳ-ଭବାନୀପାଟଣା ରାସ୍ତା ଅବରୋଧ କରିଥିଲେ । ଫଳରେ ସେ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଅବିଭକ୍ତ ଖାସବହଲ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷରା ଓ ଅନ୍ୟ କେତେକ ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି । ପଞ୍ଚାୟତକୁ ମରୁଡି ଘୋଷଣା କରାଗଲେ ସେମାନେ ଫସଲବୀମା ପାଇପାରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version