ଅପରାଧ

ରାସ୍ତାକଡ଼ ଚୁଆରେ ଯୁବକଙ୍କ ମୃତଦେହ

Published

on

ଖୋର୍ଦ୍ଧା ୧୩/୧ : ଡିଙ୍ଗର ନିକଟବର୍ତ୍ତୀ ରାସ୍ତା ପାଶ୍ୱର୍ର ଏକ ଚୁଆରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ବେଗୁନିଆ ପୋଲିସ ରବିବାର ସକାଳେ ଦମକଳବାହିନୀ ସହଯୋଗରେ ଚୁଆରୁ ଶବଟିକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଯୁବକଙ୍କ ଘର ବେଗୁନିଆ ଥାନା ଅନ୍ତର୍ଗତ କଡ଼ବା ଗ୍ରାମରେ । ସେ ୪ ଦିନ ହେଲା ନିଖୋଜ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version