ରାଜ୍ୟ

ରାସ୍ତାରେ ଜଳିଗଲା ଟ୍ରକ

Published

on

କେନ୍ଦୁଝର ୧୫/୧୨ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖରେଇଟାଙ୍ଗିରି ନିକଟରେ ଏକ ଟ୍ରକ ଜଳିଯାଇଛି । ଟ୍ରକ୍ଟି କୋଲକାତାରୁ ମୁମ୍ବାଇ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ଶନିବାର ଭୋରରେ କୋ÷ଣସି କାରଣରୁ ପାଉଡର ବୋଝେଇ ହୋଇଥିବା ଏହି ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ବେଳକୁ ଟ୍ରକର ବହୁ ଅଂଶ ଜଳି ଯାଇଥିଲା । ଫଳରେ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ପାଉଡର ଜଳିଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version