ଅପରାଧ

ରାୟଗଡ଼ା ଷ୍ଟେସନରୁ ୧୯ କିଲୋ ଗଞ୍ଜେଇ ଜବତ

Published

on

ରାୟଗଡ଼ା ୮/୧ : ରାୟଗଡ଼ା ରେଳ ଷ୍ଟେସନରୁ ୧୯ କିଲୋ ଗଞ୍ଜେଇ ଜବତ କରାଯାଇଛି । ରେଳବାଇ ପୋଲିସ ଏ ସଂକ୍ରାନ୍ତରେ ଜଣେ ଚୋରା ବେପାରୀକୁ ଗିରଫ କରିଛି । ଏହି ଗଞ୍ଜେଇ ସୁରତ ଚାଲାଣ କରାଯାଉଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version