ଅପରାଧ

ରିଲିଫ ଚାଉଳ ବୋଝେଇ ଅଟୋ ଜବତ : ଡ୍ରାଇଭର ଫେରାର

Published

on

ବାଙ୍କି ୧୮/୫ : ହଡପ ହେଉଛି ବାତ୍ୟା ବିପନ୍ନଙ୍କ ପାଇଁ ସରକାର ଦେଉଥିବା ରିଲଫ ଚାଉଳ ।
ଚାଉଳ ଅଟୋରେ ଯାଉଥିବା ବେଳେ କଟକ ଜିଲ୍ଲା ବାଙ୍କି ବିଲିପଡାରୁ ହଡପ କରାଯାଉଥିବା ଅଭିଯୋଗ ହୋଇଛି । ସରକାରୀ ରିଲିଫ ଚାଉଳ ନେଇ ଷ୍ଟାମ୍ପ ଥିବା ୬ଟି ଚାଉଳ ବସ୍ତା ସହ ଅଟୋକୁ ଗ୍ରାମବାସୀ ଜବତ କରିଛନ୍ତି । ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି, ତେବେ ଡ୍ରାଇଭରଙ୍କ ଘରେ ଅଧିକ ଚାଉଳ ଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version