ଦେଶ ବିଦେଶ

ରିଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦ୍ଦେଶକ

Published

on

ନୂଆଦିଲ୍ଲୀ ୨/୨ : ରିଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦ୍ଦେଶକ ହେବେ । ଉଚ୍ଚସ୍ତରୀୟ ଚୟନ କମିଟି ଏହି ପଦବୀ ପାଇଁ ଶ୍ରୀ ଶୁକ୍ଳାଙ୍କ ନାମ ଚୂଡାନ୍ତ କରିଛି । ସେ ହେଉଛନ୍ତି ୧୯୮୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ ଅଫିସର । ପୂର୍ବରୁ ସେ ମଧ୍ୟପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version