ମନୋରଂଜନ

‘ରିସ୍ତେ ମେଁ ତୋ ହମ୍ ତୁମ୍ମାହାରେ ବାପ ଲାଗ୍ ତେ ହେଁ….’

Published

on

ବଲିଉଡ୍ ସେନ୍ଶାହା ଅମିତାଭ ବଚ୍ଚନ ଆଜି ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି । ଅମିତାଭ ୧୧ ଅକ୍ଟୋବର ୧୯୪୨ ମସିହାରେ ଉତ୍ତର ପ୍ରଦେଶର ଇଲାହାବାଦ୍ରେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ଇଞ୍ଜିନିୟର ହେବାକୁ ଚାହୁଁଥିଲେ ଓ ଏୟାର ଫୋର୍ସରେ ଯିବା ତାଙ୍କ ସପ୍ନ ଥିଲା । ଅମିତାଭ ତାଙ୍କ ମୋଟା ଆବାଜ ପାଇଁ ଜଣାଯାନ୍ତି ।

 

ହେଲେ ଆପଣ ଜାଣିଛନ୍ତି କି? ଅଲ୍ ଇଣ୍ଡିଆ ରେଡିଓ ଦିନେ ତାଙ୍କ ଆବାଜକୁ ରିଜେକ୍ଟୂ କରି ଦେଇଥିଲେ । ବିଗ୍ ବି ‘ଜଞ୍ଜିର୍’ ପରି ସୁପର ହିଟ୍ ଫିଲ୍ମରେ କାମ କରିବା ପୂର୍ବରୁ ୧୨ଟି ଅସଫଳ ସିନେମାରେ କାମ କରିଥିଲେ । ହେଲେ ଗତ ସାଢେ ଚାରି ଦଶକ ହେବ ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛନ୍ତି । ଏବେ ଅମିତାଭ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଉଛନ୍ତି । ବଡ ପରଦା ଠାରୁ ଆରମ୍ଭ କରି ଛୋଟ ପରାଦା ଯାଏଁ ସବୁ ଠାରେ ତାଙ୍କ ଶିକା ଚାଲୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version