ରାଜ୍ୟ

ରେଭେନ୍ସ କେମେଷ୍ଟ୍ରି ବିଭାଗରେ ନିଆଁ

Published

on

କଟକ ୭/୧୨ : ରେଭେନ୍ସା ବିଶ୍ୱବିଦ୍ୟାଳୟର କେମେଷ୍ଟ୍ରି ବିଭାଗରେ ଆଜି ନିଆଁ ଲାଗି କିଛି ଜିନିଷପତ୍ର ନଷ୍ଟ ହୋଇଛି । ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ରୁମ୍ରେ ପରୀକ୍ଷା ଦେଉଥିବାବେଳେ ଏଭଳି ଘଟିଥିଲା । ଅଗ୍ନିକାଣ୍ଡରେ ରୁମ୍ରେ ଥିବା କେତେକ ସାମଗ୍ରୀ ପୋଡ଼ି ଯାଇଛି । ଦମକଳବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ହଠାତ୍ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version