ରାଜ୍ୟ

ରେଳଲାଇନ କଡ଼ରେ ଯୁବକଙ୍କ ମୃତଦେହ

Published

on

ବାଲେଶ୍ୱର ୨୮/୧୨ : ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ସଦର ଥାନା ପରଖି ଗ୍ରାମର ଗଣେଶ ଜେନା । ତାଙ୍କ ବୟସ ପ୍ରାୟ ୨୦ ବର୍ଷ । ମୃତ୍ୟୁର କାରଣ ହଠାତ ଜଣାପଡ଼ିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା ସେ ସମ୍ପର୍କରେ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version