Nation

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ କର୍ମଚାରୀଙ୍କ ମନ ଜିଣିଲେ

Published

on

ନୂଆଦିଲ୍ଲୀ:ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମ ଦିନରେହିଁ ରେଳ ଅଧିକାରୀ ଓ କର୍ମଚାରୀଙ୍କ ମନ ଜିଣି ନେଇଛନ୍ତି।
ନୂତନ ଭାବେ ମନ୍ତ୍ରୀ ଦାଇତ୍ୱ ନେବାପରେ ଅଶ୍ୱିନୀ ରେଳ ଭବନ ଯାଇଥିଲେ। ସେଠାରେ ବିଭିନ୍ନ ସେକ୍ସନ ସବୁ ବୁଲି ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ଭେଟିଥିଲେ। ଏହି ଭେଟ ସମୟରେ ଜଣେ ଅଧିକାରୀ ତାଙ୍କୁ ପରିଚୟ ଦେଇଥିଲେ ମନ୍ତ୍ରୀ ଯେଉଁ କଲେଜରେ ପାଠ ପଢୁଥିଲେ ସେ ସେହି କଲେଜରୁ ଗ୍ରାଜୁଏସନ କରିଛନ୍ତି। ମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାରେ କୁଣ୍ଢେଇ ନେଇ କହିଥିଲେ ଯେ, ” ଆମେ ସମସ୍ତେ ଏକାଠି ହୋଇ ବହୁତ କମ କରିବା ଏବଂ ଏକାଠି କାମ କରିବାର ମଜ୍ଜା ନେବା।”

ଜଣେ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଏହି କୁଣ୍ଢେଇବା ଘଟଣାର ଭିଡ଼ିଓ ଏବେ ଭି
ଭାରାଲ ହୋଇ ବୁଲୁଛି ରେଳ ଅଧିକାରୀ ଓ କର୍ମଚାରୀ ମହଲରେ।

Leave a Reply

Your email address will not be published. Required fields are marked *

Trending

Exit mobile version