ଦେଶ ବିଦେଶ

ଲଣ୍ଡନ ଗଲା ସିବିଆଇ ଟିମ୍

Published

on

ନୂଆଦିଲ୍ଲୀ ୯/୧୨ : କୋଟି କୋଟି ଟଙ୍କାର ଋଣ ନ ଶୁଝି ଲଣ୍ଡନ ପଳାଇଯାଇଥିବା ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଲଣ୍ଡନ ଯାତ୍ରା କରିଛନ୍ତି । ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏସ୍ଆର୍ ମନୋହରଙ୍କ ନେତୃତ୍ୱରେ ଏହି ଟିମ୍ ଲଣ୍ଡନ ଯାଇଛି । ଲଣ୍ଡନର ଏକ ଅଦାଲତ ସୋମବାର ପ୍ରତ୍ୟର୍ପଣ ସମ୍ପର୍କରେ ରାୟ ଦେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version