ରାଜ୍ୟ

ଲମତାପୁଟ ବନ୍ଦ

Published

on

କୋରାପୁଟ ୨୪/୧୨ : କେରାପୁଟ ଜିଲ୍ଲା ଲମତାପୁଟରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବ୍ଲକ୍ ଅଧ୍ୟକ୍ଷ ପଦ ଆଦିବାସୀବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଜଣେ ଅଣ ଆଦିବାସୀ ମହିଳା ସେହି ପଦରେ ଥିବାରୁ ତାଙ୍କୁ ହଟାଯିବା ଦାବିରେ ସର୍ବଦଳୀୟ ଆଦିବାସୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ସ୍ଥାନୀୟ ଦୋକାନ ବଜାର ବନ୍ଦ ରହିଥିବାବେଳେ ଜୟପୁର ଓ କୋରାପୁଟକୁ କୋ÷ଣସି ଗାଡ଼ି ଚଳାଚଳ କରିନଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version