ଅପରାଧ

ଲାଂଚ ନେଇ ଡାକ୍ତରାଣୀ ଗିରଫ

Published

on

ଝାରସୁଗୁଡ଼ା ୧୮/୧୨ : ଲାଂଚ ନେଇ ଝାରସୁଗୁଡ଼ାର ଜଣେ ମହିଳା ଡାକ୍ତର ଗିରଫ ହୋଇଛନ୍ତି । ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଂଟ୍ ଉଷାରାଣୀ ଦାଶ । ଦେବାନନ୍ଦ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ବିଲ୍ ପାଶ୍ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ସ୍କ୍ୱାଡ ତାଙ୍କୁ ଧରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version