ଅପରାଧ

ଲାଂଚ ନେଇ ପୋ÷ର ନିର୍ବାହୀ ଅଧିକାରୀ ଅଟକ

Published

on

ଖୋର୍ଦ୍ଧା ୨୬/୧୨ : ଲାଂଚ ନେବାବେଳେ ଧରାପଡ଼ି ଜଟଣୀ ପୋ÷ର ନିର୍ବାହୀ ଅଧିକାରୀ ଗିରଫ ହୋଇଛନ୍ତି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଅର୍ଥ ମଂଜୁର କରିବା ପାଇଁ ସେ ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ସମ୍ପୃକ୍ତ କର୍ମଚାରୀଙ୍କଠାରୁ ସେ ଲାଂଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ଏହାପରେ ଅଧିକାରୀମାନେ ତାଙ୍କୁ ଅଟକ ରଖିଏ ସମ୍ପର୍କରେ ପଚରାଉଚରା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version