ଅପରାଧ

ଲୁଟିନେଲେ ୧୨ ଲକ୍ଷ

Published

on

ରାଉରକେଲା ୯/୧୨ : ବଣେଇର ତାମଡ଼ା ନିକଟରେ ଏକ ବଡ଼ଧରଣର ଡକାୟତି ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଡକାୟତମାନେ ରାସ୍ତାରେ ଗଛ ପକାଇ ଏକ ବୋଲେରୋ ଗାଡ଼ିକୁ ଅଟକାଇଥିଲେ । ସେଥିରେ ଥିବା ଡିପିସି ଅଫିସ କର୍ମଚାରୀଙ୍କଠୁ ୧୨ ଲକ୍ଷ ଟଙ୍କା ଲୁଟିନେଇଥିଲେ । ଟଙ୍କା ସହ ସେମାନେ ଗାଡ଼ିଟିକୁ ମଧ୍ୟ ନେଇ ପଳାଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version