ଅପରାଧ

ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ଅଳ୍ପକେ ବତ୍ତିଲା ପୋଲିସ

Published

on

ରାୟଗଡ଼ା ୩୧/୧ : ରାୟଗଡ଼ାର ଚାଟିକଣା ନିକଟରେ ଲାଲ ବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ପୋଲିସ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପୋଲିସ ନିକଟସ୍ଥ ଅଂଚଳରେ କମ୍ବିଂ ଅପରେଶନ କରିବାକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ତେବେ କିଛି ଦୂରରେ ଏଭଳି ବିସ୍ଫୋରଣ ଘଟିଥିବାରୁ କୋ÷ଣସି ପୋଲିସ କର୍ମଚାରୀ ମୃତାହତ ହୋଇନଥିଲେ । ତେବେ ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ପୋଲିସ ଆଖପାଖ ଅଂଚଳରେ ତଲାସି ଚଳାଇବା ପରେ ଅନ୍ୟଏକ ସ୍ଥାନରୁ ଏକ ଲ୍ୟାଣ୍ଡମାଇନ ଜବତ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version