ଅପରାଧ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

Published

on

ମାଲକାନଗିରି ୧୧/୫ : ମାଲକାନଗିରି ମାଥିଲି ଥାନା ବୋଗାପଦର ଠାରେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଏସଓଜି ଯବାନ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ବୋଗାପଦ ଠାରେ ମାଓବାସୀମାନେ ଆଡ୍ଡା କରିଥିବା ସୂଚନା ପାଇଥିଲେ ଏହି ଏସଓଜି ଯବାନ । ତେଣୁ ମାଓ ଅପରେସନରେ ବାହାରି ସେଠାକୁ ଯାଉଥିବା ସମୟରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡବାଇନ ବ୍ଲାଷ୍ଟ କରିଥିଲା ଫଳରେ ଦୁଇ ଜଣ ଏସଓଜି ଯବାନ ଗୁରୁତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version