ରାଜ୍ୟ

ଶିମିଳିପାଳରେ ହାତୀର ମୃତଦେହ ଠାବ

Published

on

ବାରିପଦା ୩/୨ : ଶିମିଳିପାଳର ଜେନାବିନା ରେଞ୍ଜ ଗୁରାଣ୍ଡିଆ ସେକ୍ସନ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ହାତୀଟିର ବୟସ ୮ ବର୍ଷ । ଆନ୍ଥ୍ରାକ୍ସ ସଂକ୍ରମଣରେ ସେ ପ୍ରାଣ ହରାଇଛି ବୋଲି ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version