ରାଜ୍ୟ

ଶ୍ରୀମନ୍ଦିରରେ ସେବା ନୀତି ବିଳମ୍ବ

Published

on

ପୁରୀ ୨୭/୧୨ : ପାଳିଆ ପୁରସ୍କାର ନେଇ ସେବାୟତଙ୍କ ଅସନ୍ତୋଷ ଯୋଗୁ ଆଜି ଶ୍ରୀମନ୍ଦିରରେ କେତେକ ନୀତି ବିଳମ୍ବିତ ହୋଇଥିଲା । ବିଶେଷ କରି ମଙ୍ଗଳ ଆଳତୀ ଓ ମଇଲମ ନୀତି ପ୍ରଭାବିତ ହୋଇଥିଲା । ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ସେବାୟତଙ୍କୁ ବୁଝାସୁଝା କରିବା ପରେ ସେମାନେ ସ୍ୱାଭାବିକ ଭାବେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version