ରାଜ୍ୟ

ଶ୍ରୀମନ୍ଦିର ନୂଆ ନୀତି ପ୍ରଶାସକ

Published

on

ପୁରୀ ୩/୧୨ : ଶ୍ରୀମନ୍ଦିରର ନୂଆ ନୀତି ପ୍ରଶାସକ ରୂପେ ବିଶ୍ୱଜିତ୍ ବିଶ୍ୱାଳ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସୋମବାର ସେ ବିଦାୟୀ ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି ଯେ, ସବୁ ପକ୍ଷ ସହ ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଉଦ୍ୟମ କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version