ଆଇନ କାନୁନ

ଶ୍ରୀମନ୍ଦିର ପରିଚାଳନା ମାମଲା : ସୁପ୍ରିମକୋର୍ଟରେ ରିଟ ଖାରଜ

Published

on

ନୂଆଦିଲ୍ଲୀ ୨୧/୧ : ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବା ନେଇ ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟର୍ସ ଦ୍ୱାରା ଦାଖଲ ଏକ ରି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ, ୧୯୫୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିରକୁ ମିଳିଥିବା ଦାନ/ଦକ୍ଷିଣାର ସଠିକ ଆକଳନ ଏବଂ ଜଗନ୍ନାଥଙ୍କ ଜମିକୁ ବିକ୍ରି କରାନଯିବା ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ପ୍ରଦାନ ଲାଗି ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version