ରାଜ୍ୟ

ଶ୍ରୀ ଜୀଉଙ୍କ ଦର୍ଶନ କଲେ ମନିଷା କୋଇରାଲା

Published

on

ପୁରୀ ୩/୧୨ : ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ ମନିଷା କୋଇରାଲା ସୋମବାର ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । କଡ଼ା ନିରାପତା ମଧ୍ୟରେ ସେ ସିଂହଦ୍ୱାରରେ ପହଂଚିବା ପରେ ମନ୍ଦିର ଭିତରକୁ ଯାଇଥିଲେ । ସେ ଆଜି ସେଠାରେ ପୂଜାର୍ଚ୍ଚନା କରିବା ପରେ ସକାଳ ଆଳତି ମଧ୍ୟ ଦେଖିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version