ଅପରାଧ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟାକାରୀ ଗିରଫ

Published

on

ଭୁବନେଶ୍ୱର ୨/୧୨ : ପୋଲିସ ଗତ ମାସରେ ବାରଙ୍ଗ ଗୋଡ଼ିସାହି ନିକଟରେ ହୋଇଥିବା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି । ଏ ଘଟଣାରେ କମିଶନର ପୋଲିସ କଟକରୁ ଅଭିଯୁକ୍ତ ନିରଞ୍ଜନ ବେହେରାଙ୍କୁ ଗିରଫ କରିଛି । ନଭେମ୍ବର ୨୫ ତାରିଖରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନିଲ ରଞ୍ଜନ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।
ଅଭିଯୁକ୍ତ ନିରଞ୍ଜନ ବେହେରା ଠାରୁ ଏକ ବନ୍ଧୁକ ଓ ବାଇକ ଜବତ କରାଯାଇଛି । ଏକ ତ୍ରୀକୋଣୀୟ ପ୍ରେମରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛିି ।

Leave a Reply

Your email address will not be published. Required fields are marked *

Trending

Exit mobile version