ଅପରାଧ

ଶ୍ୱଶୁରଙ୍କୁ ହତ୍ୟା କଲା ଜ୍ୱାଇଁ

Published

on

ବୋ÷ଦ୍ଧ ୧୬/୧୨ : ଏହି ଅଂଚଳରେ ଏକ ହତ୍ୟାକଣ୍ଡ ଘଟିଯାଇଛି । ଶ୍ୱଶୁର-ଜ୍ୱାଇଁ ଧାନ ବିଲରେ କାମ କରୁଥିଲେ । ହଠାତ୍ ଦୁହିଁଙ୍କ ଭିତରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ଜ୍ୱାଇଁ ଜଣକ ଉତ୍କ୍ଷିପ୍ତ ହୋଇ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିଲା । ସଦରଥାନା ସରସରା ଗାଁ ଟିକିରି ସାହିରେ ଏହି ହତ୍ୟାକାଣ୍ଡ ଘଟିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version