ଭବନେଶ୍ୱର ୨୦/୧୨ : ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ଗୁଜରାଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, କର୍ଣ୍ଣାଟକ ଦ୍ୱିତୀୟ, କେରଳ ତୃତୀୟ, ଓଡ଼ିଶା ଚତୁର୍ଥ ଓ ରାଜସ୍ଥାନ ପଂଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ରାଜ୍ୟ ଏମ୍ଏସ୍ଏମ୍ଇ ସଚିବ ଏଲଏନ ଗୁପ୍ତା ଦିଲ୍ଲୀରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।