ରାଜ୍ୟ

ସଚିବାଳୟରେ ବଦଳିଲା କ୍ୟାଡର ବ୍ୟବସ୍ଥା

Published

on

ଭୁବନେଶ୍ୱର ୧/୧ : ସଚିବାଳୟ କ୍ୟାଡର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଏହାର ପୁନର୍ଗଠନ କରାଯାଇ ୨୩୭ ନୂଆ ପଦବୀ ସୃଷ୍ଟି କରାଯାଇଛି । ଏଥିମଧ୍ୟରୁ ଅନୁସଚିବଙ୍କ ସଂଖ୍ୟା ୧୦୫ । କ୍ୟାଡର ବ୍ୟବସ୍ଥାର ପୁନଃଗଠନ ପାଇଁ କର୍ମଚାରୀମାନେ ବହୁ ଦିନରୁ ଦାବି କରିଆସୁଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version