ଅପରାଧ

ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା

Published

on

ବାଲିଗୁଡ଼ା ୧୮/୧୨ : ଗାଁ କଳିକୁ ନେଇ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା କରିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ବାଲିଗୁଡ଼ା ଅଂଚଳର କାମେରୀ ଗାଁରେ । ଦୁଇ ପରିବାର ଭିତରେ ମଙ୍ଗଳବାର ବଡ଼ ଧରଣର ଗଣ୍ଡଗୋଳ ଘଟିବା ପରେ ଅଭିଯୁକ୍ତ ବ୍ୟକ୍ତି ଜଣକ ନିଜ ସମ୍ପର୍କୀୟ ଭାଇ ରାମ ପ୍ରଧାନୀଙ୍କ ଉପରକୁ ଗୁଳି ଚଳାଇଥିଲା । ଫଳରେ ରାମ ପ୍ରଧାନୀଙ୍କ ମୃତ୍ୟୁ ଘଟିଥିଲା । ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version