ଅପରାଧ

ସରକାରୀ କ୍ୱାଟର୍ସରୁ ବନ୍ଧୁକ କାରଖାନା ଠାବ

Published

on

ଭୁବନେଶ୍ୱର ୧୫/୪ : ଓୟୁଏଟି ସରକାରୀ କର୍ମଚାରୀ ନୃସିଂହ ନାୟକଙ୍କ କ୍ୱାଟର୍ସରୁ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ରାଜଧାନୀ ଭୁବନେଶ୍ବରର ଓୟୁଏଟି ସରକାରୀ କର୍ମଚାରୀ ନୃସିଂହ ନାୟକଙ୍କ କ୍ୱାଟର୍ସରୁ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ପୋଲିସ ଚଢାଉ କରି ସେଠାରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବହୁତ ସରଞ୍ଜାମ ଜବତ କରିଛି । ଘର ଭିତରୁ ଜୋରରେ ଶବ୍ଦ ଶୁଣାଯିବା ପରେ କମିଶନରେଟ ପୋଲିସ ସନ୍ଦେହ କରି ଚଢାଉ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ଖୋଳତାଡ଼ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version