ଭୁବନେଶ୍ୱର ୨୩/୫ : ବିଜେଡିକୁ ପୁଣି ଥରେ ର।ଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳ।ଫଳକୁ ନେଇ ପ୍ରତିକ୍ରିୟ।ର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସ। ରଖିଥିବ।ରୁ ଓଡିଶ।ବ।ସୀଙ୍କୁ ଧନ୍ୟବ।ଦ । ଓଡିଶ।ବ।ସୀ ବ।ରମ୍ବ।ର ସେମ।ନଙ୍କ ଆଶୀର୍ବ।ଦ ଆମ ଉପରେ ରଖିଥିବ।ରୁ ଧନ୍ୟବ।ଦ । ଚଳିତଥର ନିର୍ବ।ଚନ ବିଜେଡି ପ।ଇଁ ଐତିହ।ସିକ ରହିଛି କ।ରଣ ବିଶେଷ କରି ମହିଳ।ମ।ନେ ଅଧିକ ସଂଖ୍ୟ।ରେ ଭୋଟ ଦେଇଛନ୍ତି । ସେହିଭଳି କେନ୍ଦ୍ରରେ ବିଜେପିକୁ ବହୁମତ ମିଳିବ।ରୁ ମୋଦିଙ୍କୁ ଅଭିନନ୍ଦନ ଜଣ।ଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନ।ୟକ ।