ଅପରାଧ

ସାଧାରଣତନ୍ତ୍ର ଦିବସକୁ କଳା ଦିବସ ରୂପେ ପାଳନ କରିବେ ମାଓବାଦୀ

Published

on

ବାଲିଗୁଡ଼ା ୧୯/୧ : ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରାରେ ଶନିବାର ସକାଳୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀମାନେ ସାଧାରଣତନ୍ତ୍ର ଦିବସକୁ କଳା ଦିବସ ରୂପେ ପାଳନ କରିବେ ବୋଲି ସେଥିରେ ଉଲ୍ଲେଖ କରାଯାଇଛି । ଏହାଛଡ଼ା ପୋଲିସକୁ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଏପରି ନ କରିବା ପାଇଁ ସେଥିରେ ଧମକ ଦିଆଯାଇଛି । ଦାରିଙ୍ଗବାଡ଼ି ଛାତ୍ରୀ ପ୍ରସବ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମାଓବାଦୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version