ଅପରାଧ

ସିମ୍ରନ ମୃତ୍ୟୁ, ଶ୍ୱଶୁର ଘରେ ଲଟକା ଜାରି

Published

on

ବଲାଙ୍ଗିର ୧୭/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ଶାଶୁ ଘରେ ଲଟକା ଜାରି କରିଛି । ଶାଶୁ, ଶ୍ୱଶୁରଙ୍କୁ ଥାନାରେ ହାଜର ହେବାପାଇଁ ପୂର୍ବରୁ ଡକା ଯାଇଥିଲେ ହେଁ, ସେମାନେ ଏପର୍ଯ୍ୟନ୍ତ ହାଜର ହୋଇନଥିବାରୁ ପୋଲିସ ତାଙ୍କ ବେଲପଡ଼ାସ୍ଥିତ ବାସଭବନକୁ ଯାଇ ସେଠାରେ ନୋଟିସ ଲଗାଇ ଆସିଛି । ଏ ଘଟଣାରେ ସ୍ୱାମୀ ଧ୍ରୁବରାଜ ସୁନାଙ୍କ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ହାଜର ହେବାପାଇଁ ନୋଟିସ ଜାରି କରିଛି । ବର୍ତ୍ତମାନ ଧ୍ରୁବରାଜ ଗିରଫ ହୋଇ ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version