ସମ୍ବଲପୁର ୧-/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ବୁର୍ଲା ପୋଲିସ ହତ୍ୟା ମାମଲା ରୁଜୁ କରିଛି । ପୂର୍ବରୁ ଏହି ଘଟଣାକୁ ନେଇ ଅପମୃତ୍ୟୁ ମାମଲା ଚାଲିଥିଲା । ସିମ୍ରନଙ୍କ ପିତାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ସମ୍ବଲପୁର ଏସପି ସଞ୍ଜୀବ ଆରୋରା ପ୍ରକାଶ କରିଛନ୍ତି ।