ନୂଆଦିଲ୍ଲୀ ୨/୧୨ : ବିରଷ୍ଠ ଆଇଏଏସ୍ ଅଫିସର ସୁନିଲ ଆରୋରା ଦେଶର ନୂଆ କମିଶନର ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ନିର୍ବାଚନ କମିାନର ଓମ୍ ପ୍ରକାଶ ରାୱତ ଶ୍ରୀ ଆରୋରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଶ୍ରୀ ଆରୋରା ହେଉଛନ୍ତି ଦେଶର ୨୩ତମ ମୁଖ୍ୟ ନିର୍ବାଚନ କମିଶନର । ସେ ହେଉଛନ୍ତି ୧୯୮୦ ବ୍ୟାଚ୍ର ରାଜସ୍ଥାନ କ୍ୟାଡରର ଆଇଏସ୍ ଅଧିକାରୀ ।