Nation

ସୁପ୍ରିମକୋର୍ଟରେ କ୍ରିକେଟ

Published

on

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତୀୟ କ୍ରିକେଟ ଟିମର ବିଜୟର ସମ୍ବାଦ ସୁପ୍ରିମକୋର୍ଟରେ ଚର୍ଚ୍ଚାରେ ଥିଲା। ଗତ ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ଏ ଏମ ଖାନବାଳିକାର ଗାବା ବିଜୟକୁ ଯଥାର୍ଥ ବିଜୟ କହିବା ପରେ, ବରିଷ୍ଠ ଓକିଲ ମୁକୁଲ ରାସ୍ତୋଗୀ ବେଞ୍ଚକୁ ଚାହିଁ କହିଥିଲେ ସେ ବି ଖେଳ ଦେଖୁଥିଲେ। ବିଚାରପତି ଖାନବାଳିକାର କହିଥିଲେ ଆମେ ଦେଖି ପରିଲୁନି। ରାସ୍ତୋଗୀ ବିଚାରପତିମାନଙ୍କ ସହ ମିଶି ଭାରତୀୟ ଦଳର ପ୍ରଶଂସା କରିଥିଲେ।

ଗାବା

Leave a Reply

Your email address will not be published. Required fields are marked *

Trending

Exit mobile version